Skip to main content
Infomundi Infomundi

Session

Delhi Hotel Fire Tragedy: ଦିଲ୍ଲୀର ଛାତି ଉପରେ ମୃତ୍ୟୁର ତାଣ୍ଡବ, ନିଆଁ ନେଇଗଲା ୨୧ ଜୀବନ; ରେସ୍ତୋରାଁ ମାଲିକଙ୍କ ବିରୋଧରେ ମାମଲା

Pramod Behera·Odisha TV·2026-06-03 15:18:01·1 view

ଦିଲ୍ଲୀର ଛାତି ଉପରେ ମୃତ୍ୟୁର ମହାତାଣ୍ଡବ। ସକାଳୁ ସକାଳୁ ନିଆଁ ନେଇଗଲା ୨୧ ଅମୂଲ୍ୟ ଜୀବନ। ମାଲବ୍ୟ ନଗରର ଏକ ରେସ୍ତୋରାଁ କମ୍ ଲଜ୍ ରେ ଭୟଙ୍କର ଅଗ୍ନିକାଣ୍ଡ ସାରା ଦେଶରେ ଖେଳାଇଦେଇଛି ହାହାକାର। କେହି ଜୀବନ ବଞ୍ଚାଇବାକୁ ଉପର ମହଲାରୁ ଡେଇଁପଡ଼ିଥିଲେ, ତ ଆଉ କେହି ଧୂଆଁ ଓ ନିଆଁର ଚକ୍ରବ୍ୟୁହ ଭିତରେ ଫସି ରହିଯାଇଥିଲେ। ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି ଫାୟାର ସେଫ୍ଟି ନିୟମର ସାଂଘାତିକ ଉଲ୍ଲଂଘନ। ତେବେ କେମିତି ଘଟିଲା ଏତେ ବଡ଼ ଅଘଟଣ ? କାହାର ଅବହେଳା ପାଇଁ ଚାଲିଗଲା ଏତେ ଜୀବନ ? ଦେଖିବା ରିପୋର୍ଟ... ନିଆଁର ଭୟଙ୍କର ତାଣ୍ଡବ...ମହାବିଭୀଷିକା...ରୌଦ୍ରରୂପ। ଜଳୁଥିଲା କୋଠା, ଶୁଭୁଥିଲା ଚିତ୍କାର।

 0  0

Maximus
MAXIMUS Infomundi's AI

Turning complex stories into clear, actionable insights.

Complete the captcha to unlock Maximus

Share this article:
Odisha TV icon
Odisha TV
Brought to you by Infomundi
Visit source

Like this publisher? Add them to your personal feed and combine publishers, tags, and categories to build a custom news page just for you.