Skip to main content
Infomundi Infomundi

Session

Odisha Pension Delay: ଭତ୍ତା ନ ପାଇ ହିତାଧିକାରୀ ହନ୍ତସନ୍ତ; ଦୌଡି ଦୌଡି ନୟାନ୍ତ, ମିଳୁନି ସନ୍ତୋଷଜନକ ଉତ୍ତର

Pramod Behera·Odisha TV·2026-06-03 16:01:56·1 view

ଅସ୍ତବ୍ୟସ୍ତ ହିତାଧିକାରୀ, ପ୍ରଭାବିତ ଅଭାବୀ ଜୀବନ। ତିନିମାସ ହେବ ଭତ୍ତା ଟଙ୍କା ନପାଇ ଅସହାୟଙ୍କ ଅବସ୍ଥା ବାର୍ ବାଜିଲାଣି। ଏହାରି ଭିତରେ ଆଜି ସରକାରଙ୍କ ପକ୍ଷରୁ ଆସିଛି ଆଶ୍ବସ୍ତିକର ଖବର। ସପ୍ତାହେ ଭିତରେ ସମସ୍ୟାର ସମାଧାନ ହେବ, ଆସିବ ଭତ୍ତା ଟଙ୍କା। ଆଗକୁ କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ ହିତାଧୀକାରୀଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଆସିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଅସହ୍ୟ ଗୁଳୁଗୁଳି ଯେତିକି ଜାଳୁନି, ତାଠୁ ଅଧିକ ଜାଳୁଛି ଭତ୍ତାର ଭୋକ। ଏବେ ବି ଚାତକ ପରି ଭତ୍ତା ଟଙ୍କାକୁ ଚାହିଁ ବସିଛନ୍ତି ବୟସ୍କ, ଦିବ୍ୟାଙ୍ଗ ଓ ଅସହାୟ ମହିଳା। କିଏ ତିନି ମାସ ହେବ ପାଇନାହିଁ ତ ଆଉ କିଏ ଦୁଇ

 0  0

Maximus
MAXIMUS Infomundi's AI

Turning complex stories into clear, actionable insights.

Complete the captcha to unlock Maximus

Share this article:
Odisha TV icon
Odisha TV
Brought to you by Infomundi
Visit source

Like this publisher? Add them to your personal feed and combine publishers, tags, and categories to build a custom news page just for you.