Skip to main content
Infomundi Infomundi

Session

TMC: ମେୟର ପଦ ଛାଡ଼ିଲେ ମମତାଙ୍କ ଘନିଷ୍ଠ ସହଯୋଗୀ ହକିମ

Hemant Lenka·Odisha Reporter·2026-06-03 14:11:22·1 view

TMC: ଟିଏମସିରେ ଅନ୍ତଃକନ୍ଦଳ ତୀବ୍ର ହୋଇଥିବା ବେଳେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ଫିରହାଦ ହକିମ ଆଜି କୋଲକାତା ମେୟର ପଦରୁ ଇସ୍ତଫା ଦେଇଛନ୍ତି। ଟିଏମସିରେ ଅନିଶ୍ଚିତ ଜାରି ରହିଥିବା ବେଳେ କୋଲକାତା ମହାନଗର ନିଗମର ଏକାଧିକ କର୍ପୋରେଟର ଇସ୍ତଫା ଦେଇଥିଲେ। ଏବେ କୋଲକାତା ମେୟର ହକିମ ସମାନ ପଦକ୍ଷେପ ନେଇଛନ୍ତି। ୬୭ ବର୍ଷୀୟ ହକିମ ପଦ ଛାଡ଼ିଥିଲେ ହେଁ ତାଙ୍କ ସ୍ଥାନ କିଏ ନେବେ, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।  ମେୟର ପଦ ଛାଡ଼ିବାକୁ ଚାହୁଁଥିବା ସମ୍ପର୍କରେ ହକିମ ପ୍ରଥମେ ଦଳର ସୁପ୍ରିମୋଙ୍କୁ ଜଣାଇଥିଲେ।

 0  0

Maximus
MAXIMUS Infomundi's AI

Turning complex stories into clear, actionable insights.

Complete the captcha to unlock Maximus

Share this article:
Odisha Reporter icon
Odisha Reporter
Brought to you by Infomundi
Visit source

Like this publisher? Add them to your personal feed and combine publishers, tags, and categories to build a custom news page just for you.