Skip to main content
Infomundi Infomundi

Session

Security Tightened After Attack on Khan Sir: ପୁଣି ଥରେ ଖାନ୍ ସାରଙ୍କ ଉପରେ ହମଲା; ବୋମା, ଗୁଳି ମାରି ଫେରାର ହେଲେ ଅଭିଯୁକ୍ତ

Pramod Behera·Odisha TV·2026-06-03 13:44:03·1 view

ପୁଣି ଥରେ ଖାନ୍ ସାରଙ୍କ ଉପରେ ହମଲା। ବହୁଚର୍ଚ୍ଚିତ ଶିକ୍ଷକ ତଥା ୟୁଟ୍ୟୁବର୍ ଖାନ୍ ସାରଙ୍କ କୋଚିଂ ସେଣ୍ଟର ଉପରେ ବୋମାମାଡ଼। ଗତକାଲି ରାତିରେ ବିହାର ପାଟନାରେ ଖାନ୍ ସାର ଓରଫ ଫୈସଲ ଖାନଙ୍କ କୋଚିଂ ସେଣ୍ଟର ବାହାରେ କିଛି ଦୁବୃର୍ତ୍ତ ଗୁଳି ମାଡ଼ କରିବା ସହ ବୋମା ଫିଙ୍ଗିଛନ୍ତି। ଯାହାକୁ ନେଇ ଖାନ୍ ସାର୍ ଙ୍କ ସୁରକ୍ଷା ବି ବଢ଼ିଛି।  ତେବେ ଗଲା କିଛି ଦିନ ଧରି ଖାନ୍ ସାର୍ ଙ୍କ ବିଭିନ୍ନ ସମାଜସେବା କାର୍ଯ୍ୟକଳାପକୁ ନେଇ ଅନେକ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି। ପୁଣି ଥରେ ଖାନ୍ ସାରଙ୍କ ଉପରେ ହମଲା ବହୁଚର୍ଚ୍ଚିତ ଖାନ୍ ସାରଙ୍କ କୋଚିଂ ସେଣ୍ଟର ଉପରେ ବୋମାମାଡ଼ ବୋମା, ଗୁଳି ମାରି ଫେରାର ହେଲେ

 0  0

Maximus
MAXIMUS Infomundi's AI

Turning complex stories into clear, actionable insights.

Complete the captcha to unlock Maximus

Share this article:
Odisha TV icon
Odisha TV
Brought to you by Infomundi
Visit source

Like this publisher? Add them to your personal feed and combine publishers, tags, and categories to build a custom news page just for you.